ଗଞ୍ଜାମରେ ୧୭ରେ ରେଳରୋକ

ଗଞ୍ଜାମ : ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବି ନେଇ ଆସନ୍ତା ୧୭ତାରିଖରେ ରେଳରୋକ କରାଯିବ। ପୂର୍ବରୁ ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନର ଷ୍ଟପେଜ୍‌ ଥିଲା। କିନ୍ତୁ କରୋନା ଯୋଗୁଁ ହୀରାଖଣ୍ଡ ଓ ପୁରୀ-ତିରୁପତି ‌ଏକ୍ସ‌ପ୍ରେସ୍‌ ଟ୍ରେନ୍‌ ରହଣି ଉଚ୍ଛେଦ କରି ଦିଆଯାଇଛି। କରୋନା କଟକଣା କୋହଳ ହେଲା ପରେ ମଧ୍ୟ ଗଞ୍ଜାମ ରେଳ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହୁ ନାହିଁ। ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି … Continue reading ଗଞ୍ଜାମରେ ୧୭ରେ ରେଳରୋକ